ବେଶ ବଦଳାଉଛନ୍ତି ଶର୍ମିଷ୍ଠା ! || Manas Swain Murder Case Update || Crime Branch || Odisha Reporter

Share this & earn $10
Published at : March 26, 2022

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣାର ତଦନ୍ତ ଆରମ୍ଭ୍‌ । ତଦନ୍ତ ଅଧିକାରୀ ଡିଏସପି କଳ୍ପନା ସାହୁଙ୍କ ନେତୃତ୍ୱରେ ୫ ଜଣିଆ ଟିମ ଭଦ୍ରକରେ । ଭଦ୍ରକ ପୋଲିସର ତଦନ୍ତ ଅଗ୍ରଗତି ନେଇ ଏସପି ଙ୍କ ସହ ଆଲୋଚନା । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କୁ ଖୋଜିବା ପାଇଁ ଆଉ ଗୋଟିଏ ଟିମ ରାଜ୍ୟ ବାହାରକୁ ଯାଇଛି ।
#ManasMurder #Bhubaneswar #Odisha
Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#ManasMurderCase#SarmisthaRout#CrimeBranch ବେଶ ବଦଳାଉଛନ୍ତି ଶର୍ମିଷ୍ଠା ! || Manas Swain Murder Case Update || Crime Branch || Odisha Reporter
odisha newslatest odia newsodia breaking news